STORYMIRROR

ନୀଳଜଳ ଓଦା ସାଗର ପାଣି କଷ୍ଟ ଅନୁଭବୀହିଁ ଜାଣେ ଧ୍ୱନି ଚକାଆଖି ଅଶାନ୍ତ ମହୋଦଧି ପାଣି ନଷ୍ଟ ନିଜ ପାଇଁ କଷ୍ଟ କାଳିଆ ପବନ ପାଣି ବୋହିବୋହି ଲୁହ ପାଣି ହୋଇଯାଏ ଶୂନ୍ୟତା ଆଲୋକ ତୀକ୍ଷଣ ଚଟାଣ ଲୁଣିଆ ହ୍ରଦ ଦେହ ଲୁଣିଆ ପାଣି

Oriya ଲୁଣିଆ ପାଣି Poems